ताज़ा ख़बरें

ବହୁଜନ ସଂଗ୍ରାମ ସମିତି ଦ୍ଵାରା ଜୁନାଗଡ଼ ନୂତନ ଥାନା ଅଧୂକାରୀଙ୍କୁ ସ୍ବାଗତ ସମ୍ମର୍ଦ୍ଧନା 

ଜୁନାଗଡ଼(ସ୍ବାସ୍ତିଦୀପ ଆଦିତ୍ୟ):ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ତରଫରୁ ଜୁନାଗଡ଼ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧୂକାରୀ ଶେଷଦେବ ବେହେରାଙ୍କୁ ଭେଟି ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରିଥିଲେ ।ଏହି ଅବସରରେ ଜୁନାଗଡ଼ ଅଂଚଳରେ ଆଇନ ଶୃଙ୍ଖଳା,ଟ୍ରାଫିକ,ଚୋରି,ଡକାୟତି ଏବଂ ବିଭନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ସଂଗଠନର ସଭାପତି ରଞ୍ଜନ କୁମାର ଜାଲ,କାର୍ଯକାରୀ ସଭାପତି ନରେନ୍ଦ୍ର କ୍ଷିତି, ସୁଶାନୁ ନାଏକ,ପୂର୍ନେନ୍ଦୁ ମାଝୀ,ମିନୁ କନ୍ଦପାନ,ଉଗ୍ରେସେନ କନ୍ଦପାନ,ରତନ ଧଙ୍ଗଡାମାଝୀ,ଇଉସୁଫ ପୋପାଟିଆ,ଘାସି କ୍ଷିତି,ପ୍ରମୁଖ ସମେତ ଅନେକ କର୍ମକର୍ତା ଉପସ୍ଥିତ ରହି ଥୂଲେ।

Show More
Check Also
Close
Back to top button
error: Content is protected !!